Jump to content

ପ୍ରକଟିତ

ଉଇକିଅଭିଧାନ‌ରୁ

ପ୍ରକଟିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ପ୍ର+କଟ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ପ୍ରକାଶିତ —୧. Published.
୨. ବ୍ୟକ୍ତି —୨. Manifest; apparent.
୩. ପ୍ରଦର୍ଶିତ —୩. Displayed; shown.
୪. ବିକସିତ; ପ୍ରସ୍ଫୁଟିତ —୪. Opened; expanded.