Jump to content

ପ୍ରକଟୀକରଣ

ଉଇକିଅଭିଧାନ‌ରୁ

ପ୍ରକଟୀକରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରକଟ+ଅଭୂତ ତଦ୍ଭାବେ. ଚ୍ୱି+କରଣ)

[ସମ୍ପାଦନା]
୧. ଅବ୍ୟନ୍ତ ବିଷୟକୁ ବ୍ୟକ୍ତି କରିବା — ୧. Making visible.
୨. ପ୍ରକାଶ କରଣ —୨. Promulgation; publishing.
୩. ସ୍ପଷ୍ଟ କରିବା —୩. making clear.