ପ୍ରକମ୍ପ
ଦେଖଣା
ପ୍ରକମ୍ପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+କମ୍ପ ଧାତୁ= କମ୍ପିବା+ଭାବ. ଅ)
[ସମ୍ପାଦନା]- ୧. ଅତିଶୟ କମ୍ପ; ବେପଥ —୧. Shivering; vibration; termbling; quaking; tremor.
- ୨. ପ୍ରଭଞ୍ଜନ; ବାୟୁ —୨. Air; wind.
- ୩. ସ୍ଥିତିସ୍ଥାପନ ବସ୍ତୁ —୩. An elastic thing.
- ୪. ନରକବିଶେଷ — ୪. Name of a part of hell.
- ୫. ରାବଣର ସେନାପତିବିଶେଷ — ୫. Name of a general of Rābaṇa.
ବିଶେଷଣ - (+କର୍ତ୍ତ. ଅ)
[ସମ୍ପାଦନା]- ୧. ଅତିଶୟ କମ୍ପମାନ — ୧. Shivering; trembling violentl.
- ୨. କମ୍ପନ କାରକ —୨. Shaking; causing shiver.