Jump to content

ପ୍ରକରୀ

ଉଇକିଅଭିଧାନ‌ରୁ

ପ୍ରକରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ପ୍ର+କୃ ଧାତୁ+ଅଧି. ଅ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଅଭିନୟର ସାଜସଜ୍ଜା —୧. Theatre dress.
୨. ନାଟିକା —୨. A small drama.
୩. ଅନାବୃତ ସ୍ଥାନ —୩. An open space.
୪. ଚତ୍ୱର; ଅଗଣା —୪. A court-yard.
୫. ଛକ; ଚାରିଗୋଟି ରାସ୍ତାର ମିଳନ ସ୍ଥାନ — ୫. A meeting place of cross roads.
୬. ନାଟକରେ ପ୍ରୟୋଜନସିଦ୍ଧି ପାଇଁ ଆବଶ୍ୟକ ୫ଟି ସାଧନ ମଧ୍ୟରୁ ଏକତମ, ଯହିଁରେ କୌଣସି ଏକଦେଶବ୍ୟାପୀ ଚରିତ୍ରର ବର୍ଣ୍ଣନ ଥାଏ (ହିନ୍ଦୀ - ଶ) —୬. One of the essential parts of a drama in which a character relating to a particular matter is treated.