ପ୍ରକର୍ଷ
ଦେଖଣା
ପ୍ରକର୍ଷ
ଉଚ୍ଚାରଣ
[ସମ୍ପାଦନା](ପ୍ରକୃଷ୍ଟ—ବିଣ)
ସଂସ୍କୃତ - ବି—(ପ୍ର+କୃଷ୍ ଧାତୁ=ଆକର୍ଷଣ କରିବା+ଭାବ. ଅ)
[ସମ୍ପାଦନା]- ୧. ଉନ୍ନତି —୧. Improvement.
- ୨. ଶ୍ରେଷ୍ଠତା; ଉତ୍କର୍ଷ; ଉତ୍କୃଷ୍ଟତା; ଉତ୍ତମତା — ୨. Excellence; preeminence; superiority; goodness.
- ୩. ବିଶେଷତ୍ୱ — ୩. Peculiarity; specialty; distinction.
- ୪. ଆଧିକ୍ୟ —୪. Intensity; excess.
- ୫. ବିଶ୍ୱଜନୀନତ୍ୱ; ସର୍ବସାଧାରଣତ୍ୱ — ୫. Universality.
- ୬. ନିଶ୍ଚୟତା —୬. Absoluteness; certainty.