ପ୍ରକର୍ଷଣ
ଦେଖଣା
ପ୍ରକର୍ଷଣ
ଉଚ୍ଚାରଣ
[ସମ୍ପାଦନା](ପ୍ରକର୍ଷତ, ପ୍ରକର୍ଷଣୀୟ—ବିଣ)
ସଂସ୍କୃତ - ବି—(ପ୍ର+କୃଷ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ବିଶେଷ ଭାବରେ କର୍ଷଣ —୧. Thorough ploughing.
- ୨. ଆଗକୁ ଠେଲା —୨. Pushing forth (M.W.)
- ୩. ଟାଣି ଆଣିବା; ଆକର୍ଷଣ — ୩. Attracting; drawing.
- ୪. ଆଧିକ୍ୟ —୪. Intensity.
- ୫. ପ୍ରାଧାନ୍ୟ; ଉତ୍କର୍ଷ; ଶ୍ରେଷ୍ଠତା — ୫. Excellence; susperiority.
- ୬. କଷ୍ଟ ଦେବା —୬. Harassing; distracting.
- ୭. ସର୍ବସାଧାରଣତ୍ୱ —୭. Universality.
- ୮. କିଆରିରେ ଅଚା ବା ଓଡ଼ ଦେବା; ହଳ କରିବା — ୮. Drawing furrows; ploughing (M.W.)
- ୯. ବନ୍ଧକୀ ଦ୍ରବ୍ୟକୁ ବ୍ୟବାହାର କରିବାଦ୍ୱାରା ମୂଳ ଟଙ୍କାର ନ୍ୟାଯ୍ୟ ସୁଧ ଅପେକ୍ଷା ଅଧିକ ଆଦାୟ ପାଇବା — ୯. Realisation in excess of the interest due on a loan by the use of the pledged article; enjoyment of the surplus income after setting off the interest in full by the use of the pledged article.