ପ୍ରକର୍ଷିତ
ଦେଖଣା
ପ୍ରକର୍ଷିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ପ୍ର+କୃଷ୍ ଧାତୁ ଣିଚ୍=କର୍ଷି ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଆକର୍ଷିତ —୧. Attracted; drawn.
- ୨. ଉତ୍ତମରୂପେ ଚଷା ହୋଇଥିବା — ୨. Ploughed thoroughly.
ବିଶେଷ୍ୟ -
[ସମ୍ପାଦନା]ବନ୍ଧକୀ ଜିନିଷର ବ୍ୟବହାରଦ୍ୱାରା ପ୍ରାପ୍ୟ ସୁଧରୁ ବେଶି ଲାଭ — Surplus profit on a pledge over and above the interest due.
[ଦ୍ରଷ୍ଟବ୍ୟ —ହିନ୍ଦୁସ୍ମୃତି ଅନୁସାରେ ମହାଜନ ଏହି ଅଧିକା ଲାଭକୁ ଖାତକକୁ ଫେରାଇ ଦେବାକୁ ବାଧ୍ୟ ହିନ୍ଦୀ - ଶ]