ପ୍ରକଶୀ
ଶୂକ ନାମକ ରୋଗ, ଯହିଁରେ ପୁରୁଷର ମୂତ୍ରେନ୍ଦ୍ରିୟ ଫୁଲିଯାଏ ଓ ଯାହା ଇନ୍ଦ୍ରିୟକୁ ବଢ଼ାଇବା ପାଇଁ ଔଷଧ ପ୍ରୟୋଗ କରିବାରୁ ଜାତ ହୁଏ (ହିନ୍ଦୀ - ଶ) — A disease accompanied by the swelling of the penis.