ପ୍ରକାମ
ଦେଖଣା
ପ୍ରକାମ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ଅ ଓ କ୍ରି. ବିଶେଷଣ - (ପ୍ର+କମ୍ ଧାତୁ=ବାଞ୍ଚା କରିବା+କର୍ମ. ଅ
- ୧. ପ୍ରଚୁରରୂପେ; ଯଥେଷ୍ଟରୂପେ; ପର୍ଯ୍ୟାପ୍ତରୂପେ — ୧. Sufficiently; enough.
- ୨. ସ୍ୱେଚ୍ଛାକ୍ରମେ —୨. Voluntarily; willingly.
- ୩. ଅତ୍ୟନ୍ତ —୩. Very much; excessive.
- ୪. ଆନନ୍ଦ ସହକାରେ —୪. With pleasure; with delight; gladly (W. W.)
ବିଶେଷ୍ୟ -
[ସମ୍ପାଦନା]- ୧. ଆନନ୍ଦ —୧. Joy; delight; pleasure (M.W.)
- ୨. ପର୍ଯ୍ୟାପ୍ତି —୨. Plenty (Howells)
- ୩. କାମାତୁରତା —୩. Voluptuousness (Howells).
- ୪. କାମନା; ଇଚ୍ଛା (ହିନ୍ଦୀ - ଶ) —୪. Desire; wish.
ବିଶେଷଣ -
[ସମ୍ପାଦନା]ଯଥେଷ୍ଟ (ହିନ୍ଦୀ - ଶ) —Sufficient.