Jump to content

ପ୍ରକାମଭୁକ୍

ଉଇକିଅଭିଧାନ‌ରୁ

ପ୍ରକାମଭୁକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ରକାମ+ଭୃଜ ଧାତୁ+କର୍ତ୍ତୃ. କ୍ୱିପ୍; ୧ମା ୧ବ)

[ସମ୍ପାଦନା]

ପେଟ ପୂରିବା ବା ରୁଚିବା ପର୍ଯ୍ୟନ୍ତ ଖାଉଥିବା (ବ୍ୟକ୍ତି) —Eating till satisfied; eating enough (M.W.)