Jump to content

ପ୍ରକାଶଜ୍ଞାତା

ଉଇକିଅଭିଧାନ‌ରୁ

ପ୍ରକାଶଜ୍ଞାତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରକାଶ+ଜ୍ଞା ଧାତୁ+କର୍ତ୍ତୃ; ତୃ ୧ମା. ୧ବ)

[ସମ୍ପାଦନା]

(ଯେ ସୂର୍ଯ୍ୟଙ୍କର ବା ଦିବସର ପ୍ରକାଶକୁ ଜାଣି ପାରେ) କୁକ୍କୁଟ; କୁକୁଡ଼ା —The cock.