Jump to content

ପ୍ରକାଶତା

ଉଇକିଅଭିଧାନ‌ରୁ

ପ୍ରକାଶତା

ଉଚ୍ଚାରଣ

[ସମ୍ପାଦନା]

(ପ୍ରକାଶତ୍ୱ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପ୍ରକାଶ+ଭାବ. ତା)

[ସମ୍ପାଦନା]
୧. ପ୍ରତ୍ୟକ୍ଷୀଭୂତ କରଣ; ପ୍ରକଟନ —୧. Manifestation; publication.
୨. ଦର୍ଶନୀୟତା —୨. Visibility.
୩. ଉଜ୍ଜ୍ୱଳତା; ଦୀପ୍ତି —୩. Brightness, luminousity.
୪. ସ୍ପଷ୍ଟତା —୪. Clearness.