Jump to content

ପ୍ରକାଶମାନ

ଉଇକିଅଭିଧାନ‌ରୁ

ପ୍ରକାଶମାନ

ଉଚ୍ଚାରଣ

[ସମ୍ପାଦନା]
(ପ୍ରକାଶମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ର+କାଶ୍ ଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]
୧. ଦୀପ୍ତିମାନ୍ — ୧. Dazzling; brilliant.
୨. ଉଜ୍ଜ୍ୱଳ —୨. Bright; shining.
୩. ସ୍ପଷ୍ଟ —୩. Clear; evident.