ପ୍ରକାଶାତ୍ମା
ଦେଖଣା
ପ୍ରକାଶାତ୍ମା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ପ୍ରକାଶ+ଆତ୍ମନ୍; ୧ମା.୧ ବ)
[ସମ୍ପାଦନା]- ୧. ଯାହାର ଆଚରଣ ବା ପ୍ରକୃତି ଅତି ଉଜ୍ଜ୍ୱଳ — ୧. Of brilliant character or nature.
- ୨. ବ୍ୟକ୍ତସ୍ୱଭାବ — ୨. Whose self is manifest; self-evident.
- ୩. ସ୍ୱୟଂଦୀପ୍ତ —୩. Self-illuminated.
- ୪. ଅତି ଉଜ୍ଜ୍ୱଳ —୪. Very bright.
ବିଶେଷ୍ୟ -
[ସମ୍ପାଦନା]- ୧. ଈଶ୍ୱର; ଭଗବାନ୍ —୧. God.
- ୨. ସୂର୍ଯ୍ୟ —୨. The sun.