ପ୍ରକାଶିତ
ଦେଖଣା
ପ୍ରକାଶିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ର+କାଶ୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଉଦ୍ଭାସିତ; ଦୀପ୍ତ —୧. Glittering.
- ୨. ପ୍ରସ୍ଫୁଟିତ —୨. Blown.
- ୩. ବ୍ୟକ୍ତ —୩. manifest; displayed.
- ୪. ଜ୍ଞାନଗମ୍ୟ; ପ୍ରକଟ — ୪. Evident; apparent.
- ୫. ଶୋଭିତ —୫. Beautified.
- ୬. ରାଷ୍ଟ୍ରୀକୃତ; ଘୋଷିତ; ପ୍ରଚାରିତ —୬. Disclosed; published; revealed; promulgated; divulged.
- ୭. ଆବିଷ୍କୃତ —୭. Invented; discovered.
- ୮. (ଆଧୁନିକ) ମୁଦ୍ରଣଦ୍ୱାରା ପ୍ରକଟିତ (ପୁସ୍ତକ) — ୮. Published (book).