ପ୍ରକାଶିତ ବିରୁଦ୍ଧତା
ଦେଖଣା
ପ୍ରକାଶିତ ବିରୁଦ୍ଧତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଅର୍ଥଦୋଷବିଶେଷ)
[ସମ୍ପାଦନା]ଯେଉଁ ସ୍ଥଳରେ ପ୍ରକୃତ ବିରୁଦ୍ଧତା ପ୍ରକାଶିତ ହୁଏ — A defect in composition where an apparently innocent expression conveys a totally different sinister meaning.
[ଦ୍ରଷ୍ଟବ୍ୟ —ଆର୍ଶୀର୍ବାଦ କରେ ତବ ତନୟେ ରାଜନ ରାଜ୍ୟଶ୍ରୀ କରନ୍ତୁ ତାଙ୍କୁ ଶୀଘ୍ର ଆଲିଙ୍ଗନ—ଏଠାରେ ରାଜାଙ୍କୁ ଆର୍ଶୀର୍ବାଦ କରିବାକୁ ଯାଇ ରଜାଙ୍କର ମୃତ୍ୟୁ ହେଲେ ତାଙ୍କ ପୁଅ ରାଜା ହେବାର ସୂଚନା କରି ପ୍ରକୃତରେ ତାଙ୍କର ମୃତ୍ୟୁ କାମନା କରାଯାଇ ଥିବାରୁ ପ୍ରକାଶିତ ବିରୁଦ୍ଧତା ଦୋଷ ହୋଇଅଛି—କୂଳମଣି. ଅଳଙ୍କାରୀ ତରଙ୍ଗିଣୀ]