ପ୍ରକାଶ୍ୟ
ଦେଖଣା
ପ୍ରକାଶ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ର+କାଶ୍ ଧାତୁ+କର୍ମ. ଯ)
[ସମ୍ପାଦନା]- ୧. ପ୍ରକାଶ କରିବାର ଯୋଗ୍ୟ —୧. Fit to be published or brought to light; publishable.
- ୨. ଯାହା ପରେ ପ୍ରକାଶିତ ହେବା —୨. Which will be published; to be published.
- ୩. ସର୍ବସାଧାରଣଙ୍କ ପାଇଁ ଉନ୍ନୁକ୍ତ — ୩. Opened to the public.
- ୪. ଦୃଶ୍ୟ —୪. Visible.
- ୫. ଯାହା ଗୋପନୀୟ ନୁହେଁ —୫. Not private; public.