Jump to content

ପ୍ରକାଶ୍ୟତଃ

ଉଇକିଅଭିଧାନ‌ରୁ

ପ୍ରକାଶ୍ୟତଃ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. ବିଂ (ସଂସ୍କୃତ - ପ୍ରକାଶତଃ)

[ସମ୍ପାଦନା]

ସର୍ବସାଧାରଣ ଦେଖି ପାରିବା ପ୍ରକାରେ —୧. Openly; publicly.

୨. ଗୋପନ ନ କରି —୨. Without concealment.