ପ୍ରକାଶ୍ୟ ସ୍ଥାନ ମଇଳା କରିବା
- ରୋ.ଟ୍ରା. — Prakāṡya sthāna maiḻā karibā
- ଆଇ.ପି.ଏ. — pɾʌkˈaʃjo stʰˈanɔ mˈʌil̩ˌa kˈʌɾibˌa
ସର୍ବସାଧାରଣଙ୍କ ଦୃଷ୍ଟିରେ ପଡ଼ିବା ସ୍ଥାନକୁ ଅପରିଷ୍କାର କରିବା (ଏହା ଭାରତୀୟ ଦଣ୍ଡବିଧି ଆଇନରେ ଅପରାଧ ରୂପେ ଗଣିତ) —Public nuisance (an offence under the Indian Penal Code.)