ପ୍ରକାଶ କରିବା
ଦେଖଣା
ପ୍ରକାଶ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରକାଶ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପ୍ରକଟନ କରିବା — ୧. To publish; to unfold.
- ୨. ସାଧାରଣଙ୍କ ନିକଟରେ କହିବା — ୨. To speak out; to give out.
- ୩. ଗୁପ୍ତ ରହସ୍ୟ ଆଦି କହିଦେବା — ୩. To divulge a secret.
- ୪. ଖୋଲି କରି ଦେଖାଇବା —୪. To display.
- ୫. କୌଣସି ରାଜା ଆଦିଙ୍କ ଉପରେ ଚାମର ଖଦି ଆଦି ଇତସ୍ତତଃ ସଞ୍ଚାଳନ କରିବା —୫. To wave a chowrie or cloth over a person.
ବେରେ ଅମ୍ୱର ପ୍ରକାଶ ଭରତ କହନ୍ତି—ଭଞ୍ଜ. ବୈଦେହୀଶବିଳାସ
- ୬. ବ୍ୟକ୍ତ କରିବା — ୬. To exhibit; to manifest.
- ୭. ଗ୍ରନ୍ଥକୁ ମୁଦ୍ରଣଦ୍ୱାରା ପ୍ରଚାର କରିବା — ୭. To publish a book.