Jump to content

ପ୍ରକାଶ କାମ

ଉଇକିଅଭିଧାନ‌ରୁ

ପ୍ରକାଶ କାମ

ଉଚ୍ଚାରଣ

[ସମ୍ପାଦନା]
(ପ୍ରକାଶକାମା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ପ୍ରକାଶ+କାମ)

[ସମ୍ପାଦନା]

ଯଶଇଚ୍ଛୁ; ଯେ ଯଶଃ କାମନା କରେ — Wishing for renown (M.W.)