ପ୍ରକାଶ ଥାଉ କି
ଦେଖଣା
ପ୍ରକାଶ ଥାଉ କି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରକାଶ ଥାଉ କି
|
ଦେଶଜ - (ବାକ୍ୟ)
[ସମ୍ପାଦନା]ଏଥିପ୍ରତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରାଯାଉଅଛି —A phrase meaning 'Be it known'.
[ଦ୍ରଷ୍ଟବ୍ୟ —କୌଣସି ପତ୍ର ଲେଖି ସାରି ପୁନର୍ବାର ଅନ୍ୟ କୌଣସି ବିଷୟ ପ୍ରତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ କେତେକ ବାକ୍ୟ ଯୋଗ କରିବାକୁ ହେଲେ ଏ ବାକ୍ୟ ଲେଖାଯାଏ ଏହା ଇଂରାଜିରେ post script ବା P. S. ପରି ସ୍ଥଳରେ ବ୍ୟବହୃତ ହୁଏ]