ପ୍ରକାଶ ପାଇବା
ଦେଖଣା
ପ୍ରକାଶ ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରକାଶ ପାଇବା
|
(ପ୍ରକାଶ ହେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପ୍ରକାଶିତ ହେବା —୧. To become manifest; to be apparent.
- ୨. ସ୍ପଷ୍ଟରୂପେ ଜଣା ହେବା —୨. To become well known; to become clear.
- ୩. ଗୋଚରୀଭୂତ ହେବା; ଦେଖା ଯିବା —୩. To appear; to come to light; to transpire.