ପ୍ରକୀର୍ଣ୍ଣକ
ଦେଖଣା
ପ୍ରକୀର୍ଣ୍ଣକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରକୀର୍ଣ୍ଣ+ସ୍ୱାର୍ଥେ କ)
[ସମ୍ପାଦନା]- ୧. ଚାମର; ଚଅଁର — ୧. A chowrie; a tail used as a fan.
- ୨. ପୁସ୍ତକର ଅଧ୍ୟାୟ —୨. Chapter or section of a book.
- ୩. ବିସ୍ତାର —୩. Extension; extent.
- ୪. ନାନା ବିଷୟ ସଂଗ୍ରହ ପୁସ୍ତକ —୪. A miscellancy; a book of miscellaneous collections.
- ୫. ଅଶ୍ୱ; ଘୋଡ଼ା —୫. Horse.
- ୬. ଶାସ୍ତ୍ରରେ ବା ଆଇନ୍ରେ ଅନୁକ୍ତ ବିଷୟ, ବିଚାରପତି ଦୋଷର ଗୁରୁତା ବା ଲଘୁତା ଦୃଷ୍ଟିରେ ଯହିଁର ଶାସ୍ ଦେବେ —୬. A case not provided for in the law books but left to the discretion of the judge to decide according to the gravity of the matter.
- ୭. ଯେଉଁ କ୍ଷୁଦ୍ର ପାପମାନଙ୍କ ପ୍ରାୟଶ୍ଚିତ୍ତ ଗ୍ରନ୍ଥମାନଙ୍କରେ ଉଲ୍ଲେଖ ନାହିଁ (ହିନ୍ଦୀ - ଶ) —୭. Minor sins not mentioned in the books which lay down expiations.