Jump to content

ପ୍ରକୀର୍ତ୍ତନ

ଉଇକିଅଭିଧାନ‌ରୁ

ପ୍ରକୀର୍ତ୍ତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+କୃତ୍ ଧାତୁ=କୀର୍ତ୍ତନ କରିବା+ଭାବ. ଅନ)

[ସମ୍ପାଦନା]
୧. କଥନ —୧. Mention.
୨. ଘୋଷଣା କରିବା —୨. Proclaiming.
୩. ଜୋର୍ରେ କହିବା —୩. Speaking loudly.