Jump to content

ପ୍ରକୀର୍ତ୍ତି

ଉଇକିଅଭିଧାନ‌ରୁ

ପ୍ରକୀର୍ତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+କୃତ୍ ଧାତୁ=କୀର୍ତ୍ତନ କରିବା+ଭାବ. ତି)

[ସମ୍ପାଦନା]
୧. ପ୍ରସିଦ୍ଧ; ଖ୍ୟାତି —୧. Fame; renown; celebrity.
୨. ପ୍ରଚାର; ଘୋଷଣା —୨. Declaration; publication.