ପ୍ରକୀର୍ତ୍ତିତ
ଦେଖଣା
ପ୍ରକୀର୍ତ୍ତିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ର+କୃତ୍ ଧାତୁ=କୀର୍ତ୍ତନ କରିବା+କର୍ମ. ତ)
[ସମ୍ପାଦନା]- ୧. ବର୍ଣ୍ଣିତ —୧. Mentioned; described.
- ୨. ଉଚ୍ଚୈଃସ୍ୱରରେ ପ୍ରକଟିତ — ୨. Proclaimed aloud; announced.
- ୩. ପ୍ରଚାରିତ —୩. Published; declared.
- ୪. ବିଶଦୀକୃତ —୪. Explained.
- ୫. ବିଖ୍ୟାତ; ପ୍ରସିଦ୍ଧ —୫. Celebrated; renowned.