Jump to content

ପ୍ରକୃତାର୍ଥ

ଉଇକିଅଭିଧାନ‌ରୁ

ପ୍ରକୃତାର୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବହୁବ୍ରୀହି)

[ସମ୍ପାଦନା]
୧. ଯଥାର୍ଥ; ଠିକ୍ — ୧. Right; accuarate; real; genuine.
୨. ସତ୍ୟ —୨. True.

ବିଶେଷ୍ୟ -

[ସମ୍ପାଦନା]

ନାଲିସ କରିବାର ଯଥାର୍ଥ କାରଣ —The true object of a suit; the cause of action of a suit.