Jump to content

ପ୍ରକୃତିଜ

ଉଇକିଅଭିଧାନ‌ରୁ

ପ୍ରକୃତିଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରକୃତି+ଜନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ସ୍ୱଭାବଜାତ —୧. Inborn; innate; produced from nature.
୨. ପ୍ରାକୃତିକ —୨. Natural.

ବିଶେଷ୍ୟ -

[ସମ୍ପାଦନା]

ପ୍ରକୃତିଠାରୁ ଉତ୍ପନ୍ନ ସତ୍ୱ; ରଜଃ ଓ ତମଃ ଗୁଣତ୍ରୟ — The ୩ prime qualities of matter.