Jump to content

ପ୍ରକୃତିସ୍ଥ

ଉଇକିଅଭିଧାନ‌ରୁ

ପ୍ରକୃତିସ୍ଥ

ଉଚ୍ଚାରଣ

[ସମ୍ପାଦନା]
(ପ୍ରକୃତିସ୍ଥା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ସ୍ୱାଭାବିକ ଅବସ୍ଥା ପ୍ରାପ୍ତ — ୧. Restored to one's original condition.
୨. ସ୍ୱାଭାବିକ — ୨. Natural; incidental to naturel.
୩. ସ୍ୱାଭାବିକ ସୁସ୍ଥତାଯୁକ୍ତ — ୩. Normal; healthy.
୪. କୋପ ପରେ ଶାନ୍ତ ଅବସ୍ଥା ପ୍ରାପ୍ତ —୪. In the state when one's anger has abated.
୫. ନିଜର ପ୍ରାକୃତିକ ଅବସ୍ଥାରେ ଅବସ୍ଥିତ — ୫. Sutuate or standing in one's natural state.
୬. ସ୍ୱଭାବଜ — ୬. Inherent; innate (Apte)
୭. ଆରୋଗ୍ୟ ପ୍ରାପ୍ତ —୭. Recovered (Apte)
୮. (ଜ୍ୟୋତିଷ) ଉତ୍ତରାୟଣ ଉଲ୍ଲଂଘନ ପୂର୍ବକ ପ୍ରତ୍ୟାଗତ (ସୂର୍ଯ୍ୟ) [ହିନ୍ଦୀ - ଶ] —୮. (Astronomy) The sun's returning after the summer solstice.
୯. ନିଜର ମିଂଜାସ୍ର ଥଣ୍ଡା ଅବସ୍ଥାକୁ ପ୍ରାପ୍ତ — ୯. Come to one's self (Apte).
୧. ନଗ୍ନ —୧୦. Striped bare of every thing.