ପ୍ରକୃତିସ୍ଥ ହେବା
ଦେଖଣା
ପ୍ରକୃତିସ୍ଥ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରକୃତିସ୍ଥ ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆପଣାର ମିଂଜାସ୍ ଥଣ୍ଡା ହେବା ଅବସ୍ଥାକୁ ପ୍ରାପ୍ତ ହେବା —୧. To be one's self again; to come to one's senses again.
- ୨. ଆପଣାର ପୂର୍ବ ସୁସ୍ଥତା ବା ଦେହର ସୁଧାରପଣ ଲାଭ କରିବା — ୨. To come back to one's health.