ପ୍ରକୃତି ତରଳ
(ପ୍ରକୃତି ତରଳା—ସ୍ତ୍ରୀ)
(ପ୍ରକୃତି ତରଳତା—ବି)
ଯାହାର ସ୍ୱଭାବ ଅବ୍ୟବସ୍ଥିତ ବା ଚପଳ — Fickle; dissolute; changeful by nature.