ପ୍ରକୃତି ବାଦ
ଦେଖଣା
ପ୍ରକୃତି ବାଦ
ଉଚ୍ଚାରଣ
[ସମ୍ପାଦନା](ପ୍ରକୃତିବାଦୀ—ବିଶେଷଣ - ପୁଂ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରକୃତି ତତ୍ତ୍ୱ; ପ୍ରାକୃତ ଦର୍ଶନ — ୧. Natural philosophy; naturalism.
- ୨. ଧାତୁବାଦ; ଶବ୍ଦର ମୂଳ ନିର୍ଣ୍ଣୟ ବା ପ୍ରକୃତାର୍ଥ ବିଚାର — ୨. The ascertainment of the root and literal meaning of words.
[ଦ୍ରଷ୍ଟବ୍ୟ —'ପ୍ରକୃତିବାଦ ଅଭିଧାନ' ନାମରେ ଗୋଟିଏ ପ୍ରମାଣିକ ବଙ୍ଗଳା ଅଭିଧାନ ସ୍ୱର୍ଗୀୟ ବଙ୍ଗୀୟ ପଣ୍ଡିତ ଶ୍ରୀ ରାମକମଳ ବିଦ୍ୟାଳଙ୍କାର ସଂକଳନ କରିଥିଲେ ଓ ତାହା ବଙ୍ଗ ଓ ଉତ୍କଳରେ ବିଶେଷ ଆଦୃତ ହୋଇ ତହିଁର ବହୁ ସଂସ୍କରଣ ପ୍ରକାଶିତ ହୋଇଅଛି ଏହି ଭାଷାକୋଷରେ ଅନେ ଶବ୍ଦର ପ୍ରକୃତିବାଦ ଉକ୍ତ ପ୍ରକୃତିବାଦ ଅଭିଧାନର ଅବଲମ୍ୱନରେ ଲିଖିତ ହୋଇଅଛି ଓ ଅଧିକାଂଶ ସ୍ଥଳରେ ଉକ୍ତ ସ୍ଥାନମାନଙ୍କରେ 'ପ୍ରକୃତିବାଦ' ସଙ୍କେତ ଲେଖା ଯାଇଅଛି]
- ୪. ଜଡ଼ବାଦ —୪. Materialism.