ପ୍ରକୃତି ବିକୃତି
ଦେଖଣା
ପ୍ରକୃତି ବିକୃତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରକୃତି+ ବିକୃତି; ବିପରୀତାର୍ଥକ ଶବ୍ଦଦ୍ୱୟ)
[ସମ୍ପାଦନା]- ୧. (୬ ଷ୍ଠୀ ତତ୍) ସ୍ୱାଭାବିକ ଅବସ୍ଥାର ପରିବର୍ତ୍ତନ —୧. Mutation of the natural or original state.
- ୨. (ବିପରୀତାର୍ଥ ଦ୍ୱନ୍ଦ) ସ୍ୱାଭାବିକ ଅବସ୍ଥା ଓ ପରିବର୍ତ୍ତିତ ଅବସ୍ଥା — ୨. Natural state and changed condition; nature and art.