ପ୍ରକୃତି ବିପର୍ଯ୍ୟୟ
ଦେଖଣା
ପ୍ରକୃତି ବିପର୍ଯ୍ୟୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ରଚନାଗତ ରସଦୋଷବିଶେଷ — A rhetorical defect in which a personage is made to say things or act in a way contrary to his nature.
[ଦ୍ରଷ୍ଟବ୍ୟ —କାବ୍ୟରେ ବର୍ଣ୍ଣିତ ନାୟକ ନାୟିକା ପ୍ରଭୃତିଙ୍କର ପ୍ରକୃତି— ସିଦ୍ଧ ଗୁଣ ବା ସ୍ୱଭାବର ଅନ୍ୟଥା ବର୍ଣ୍ଣନ ହେଲେ ଏହି ଦୋଷ, ହୁଏ ଯଥା—ରାମାୟଣରେ ରାମଚନ୍ଦ୍ର ଧୀରୋଦାତ୍ତ ନାୟକ ଧୀରୋଦ୍ଧତ ନାୟକ ପରି ଗୋପନରେ ବାଳିକୁ ବଧ କରିବା ତାଙ୍କ ପ୍ରକୃତିର ଅନୁରୂପ ନୁହେଁ, ଅତଏବ ଏଠାରେ ପ୍ରକୃତି ବିପର୍ଯ୍ୟୟ ଦୋଷ ହେଲା କୁଳମଣି ଅଳଙ୍କାର ତରଙ୍ଗିଣୀ]