Jump to content

ପ୍ରକୃତି ବିରୁଦ୍ଧ

ଉଇକିଅଭିଧାନ‌ରୁ

ପ୍ରକୃତି ବିରୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍; ପ୍ରକୃତି+ ବିରୁଦ୍ଧ)

[ସମ୍ପାଦନା]

ସ୍ୱଭାବର ବିପରୀତ; ନିଜର ପ୍ରକୃତିର ପ୍ରତିକୂଳ —Against nature; contrary to one's nature.