ପ୍ରକୃତି ମଣ୍ଡଳ
ଦେଖଣା
ପ୍ରକୃତି ମଣ୍ଡଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସ୍ୱାମୀ ଅମାତ୍ୟାଦି ରାଜାଙ୍କ ସହିତ ପ୍ରଜା ମଣ୍ଡଳ; ରାଜ୍ୟର ସମସ୍ତ ଅଙ୍ଗଗୁଡ଼ିକ — ୧. All the ୮ requisites of a kingdom.
[ଦ୍ରଷ୍ଟବ୍ୟ —ସ୍ୱାମୀ, ଅମାତ୍ୟ, ସହାୟ, ଦେଶ, ଦୂର୍ଗ, ସୈନ୍ୟ ଓ ପ୍ରଜା ଏମାନେ ପ୍ରକୃତି ମଣ୍ଡଳ ଅଟନ୍ତି
- ୨. ପ୍ରଜା ସମୂହ —୨. The whole body of the subjects of a kingdom.