ପ୍ରକୃତି ମେଣ୍ଟାଇବା
ଦେଖଣା
ପ୍ରକୃତି ମେଣ୍ଟାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରକୃତି ମେଣ୍ଟାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନିଜର ପ୍ରକୃତିର ଅନୁକୂଳ କୌଣସି କାର୍ଯ୍ୟ କରି ନିଜର ମନକୁ ତୃପ୍ତ କରିବା —୧. To satisfy the cravings of one's nature.
- ୨. ନିଜର ଅଭ୍ୟାସଗତ କୌଣସି କାର୍ଯ୍ୟ କରି ନିଜର ମନକୁ ତୃପ୍ତ କରିବା —୧. To satisfy the cravings due to one's habits.
- ୩. ନିଜର ପାଶବ ବୃତ୍ତିକୁ ଚରିତାର୍ଥ କରିବା — ୩. To satisfy the cravings of one's animal propensities.
- ୪. ମନର ସାଧ ମେଣ୍ଟାଇବା — ୪. To satisfy one's are desires.