ପ୍ରକୃତି ରଞ୍ଜନ
ଦେଖଣା
ପ୍ରକୃତି ରଞ୍ଜନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(୬ଷ୍ଠୀ ତତ୍; ପ୍ରକୃତି+ରଞ୍ଜନ)
[ସମ୍ପାଦନା]ନ୍ୟାୟ ଓ ଦୟାପୂର୍ଣ୍ଣ ଶାସନଦ୍ୱାରା ପ୍ରଜା— ମାନଙ୍କର ସନ୍ତୋଷ ବିଧାନ —Satisfying the subjects by just and merciful administration.
[ଦ୍ରଷ୍ଟବ୍ୟ —ରାଜା ଶବ୍ଦର ପ୍ରକୃତିଗତ ଅର୍ଥ ଯେ ପ୍ରଜାଙ୍କକୁ ରଞ୍ଜନ କରନ୍ତି ପ୍ରକୃତି ପୁଞ୍ଜଙ୍କୁ ସନ୍ତୁଷ୍ଟ କରିବା ଯୋଗୁଁ ରାଜାଙ୍କୁ 'ରାଜା' ବୋଲାଯାଏ]