Jump to content

ପ୍ରକୃତି ସିଦ୍ଧ

ଉଇକିଅଭିଧାନ‌ରୁ

ପ୍ରକୃତି ସିଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ତୃତୀୟା ତତ୍; ପ୍ରକୃତି+ସିଦ୍ଧ)

[ସମ୍ପାଦନା]
୧. ସ୍ୱଭାବ— ସିଦ୍ଧ; ସ୍ୱାଭାବିକ; ନୈସର୍ଗିକ; ପ୍ରାକୃତିକ — ୧. Natural; effected by nature.
୨. ସ୍ୱଭାବକ; ସହଜ —୨. Inborn; innate.