Jump to content

ପ୍ରକୃତ ଛାଡ଼ିବା

ଉଇକିଅଭିଧାନ‌ରୁ

ପ୍ରକୃତ ଛାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନିଜର ପ୍ରକୃତି ବା ସ୍ୱଭାବବିରୁଦ୍ଧ କାର୍ଯ୍ୟ କରିବା ବା କଥା କହିବା — Doing or saying of an unnatural thing.

[ଦ୍ରଷ୍ଟବ୍ୟ —ଲୋକଙ୍କର ବିଶ୍ୱାସ ଯେ ମନୁଷ୍ୟ ମରିବାର କିଛି ଦିନ ପୂର୍ବରୁ ତାକୁ (ବା ତାର) ପ୍ରକୃତି ଛାଡ଼ି ଯାଏ ଅର୍ଥାତ୍ ଭଲ ପ୍ରକୃତିର ଲୋକ ମନ୍ଦ କାର୍ଯ୍ୟ କରେ ଓ ମନ୍ଦ ପ୍ରକୃତିର ଲୋକ ଭଲ କାର୍ଯ୍ୟ କରେ ଏଥିପାଇଁ ପ୍ରକୃତିଛଡ଼ା କାର୍ଯ୍ୟ ଦେଖିଲେ ଲୋକେ କହନ୍ତି ଏ ଲୋକକୁ (ବା ଏ ଲୋକର) ପ୍ରକୃତି ଛାଡ଼ିଲାଣି; ଅର୍ଥାତ୍ ଏହାର ମରଣ ନିକଟ ହେଲାଣି]