ପ୍ରକୃତ ବିବରଣ
ଦେଖଣା
ପ୍ରକୃତ ବିବରଣ
ଉଚ୍ଚାରଣ
[ସମ୍ପାଦନା]ପ୍ରକୃତ ଘଟଣା, ପ୍ରକୃତ ହାଲ ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପ୍ରକୃତ ବିବରଣ
|
ଦେଶଜ - ବି—(କଚିରିଆ)
[ସମ୍ପାଦନା]ସତ୍ୟ କଥା; ପ୍ରକୃତ ଘଟଣା — Actual facts; the true facts; facts as they are.
[ଦ୍ରଷ୍ଟବ୍ୟ —ପ୍ରତିବାଦୀ ନିଜର ଲିଖିତ ଜବାବରେ ବାଦୀର ଅରଜି ଲିଖିତ ବିଷୟମାନ ଖଣ୍ଡନ କରିସାରି ଶେଷରେ ମକଦ୍ଦମାର ପ୍ରକୃତ ହାଲ ବା ବିବରଣ ବୋଲି କି କାରଣରୁ ବାଦୀ ତା (ପ୍ରତିବାଦୀର) ନାମରେ ମିଥ୍ୟା ମକଦ୍ଦମା କରିଅଛି ତହିଁର ବିଷୟ ବିବୃତ କରେ]