ପ୍ରକୃପିତ
ଦେଖଣା
ପ୍ରକୃପିତ
ଉଚ୍ଚାରଣ
[ସମ୍ପାଦନା](ପ୍ରକୃପିତୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ପ୍ର+କୃପ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ଅତିଶୟ କ୍ରୁଦ୍ଧ — ୧. Enraged; incensed; agitated.
- ୨. ବିଶୃଙ୍ଖଳ —୨. Disordered; deranged.
- ୩. ଯାହାକୁ ରଗେଇ ଦିଆଯାଇ ଅଛି — ୩. Provoked to anger.
- ୪. ଯାହାର ପ୍ରଭାବ ଅତି ବଢ଼ିଯାଇଅଛି (ହିନ୍ଦୀ - ଶ) — ୪. Whose influence has increased much.