Jump to content

ପ୍ରକେତ

ଉଇକିଅଭିଧାନ‌ରୁ

ପ୍ରକେତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ପ୍ର+ କିତ୍ ଧାତୁ ଣିଚ୍ କେହି ଧାତୁ=ଜଣାଇବା+ କର୍ତ୍ତୃ. ଅ)

[ସମ୍ପାଦନା]

ବିଶେଷ ରୂପେ ଜ୍ଞାପକ (ଜ୍ଞାନେନ୍ଦ୍ର) — Particularly indicative.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପ୍ରକୃଷ୍ଟ ସୁଖ ସାଧନ (ଜ୍ଞାନେନ୍ଦ୍ର) — The attainmeng or accomplishment of supreme good.