Jump to content

ପ୍ରକୋପ

ଉଇକିଅଭିଧାନ‌ରୁ

ପ୍ରକୋପ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ପ୍ର+କୃପ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ଅତିଶୟ କୋପ —୧. Turbulence; irritation; provocation.
୨. ଆଧିକ୍ୟ — ୨. Inclemency; fury; excess.

(ଯଥା—କଫ ପିତ୍ତାଦିର ପ୍ରକୋପ; ଶୀତର ପ୍ରକୋପ)

୩. କଠୋରତା; ଉତ୍କଟତା; (ରୋଗର) ଆଧିକ୍ୟ — ୩. Serverity (of a disease); rage (of a disease)

(ଯଥା—ଜ୍ୱରର ପ୍ରକୋପ)

୪. ଶରୀରରେ ବାତ, ପିତ୍ତ ବା କଫାଦିର ବୃଦ୍ଧି — ୪. Vitiation or excess of the humours in the system.
୫. ଭୟଙ୍କର ରାଗ; କ୍ରୋଦ୍ଧାନ୍ଧତା —୫. Violence of anger; exasperation.