Jump to content

ପ୍ରକୋପିତ

ଉଇକିଅଭିଧାନ‌ରୁ

ପ୍ରକୋପିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରକୋପ+ସଂଜାତ ଅର୍ଥେ. ଇତ)

[ସମ୍ପାଦନା]
୧. ଅତିକ୍ରୁଦ୍ଧ —୧. Incensed; irritated; exasperated; enraged.
୨. ଉତ୍ତେଜିତ —୨. Provoked; stimulated.