Jump to content

ପ୍ରକ୍

ଉଇକିଅଭିଧାନ‌ରୁ

ପ୍ରକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ପ୍ର+ ଅନଚ୍ ଧାତୁ= ଯିବା+ ଅଧିକରଣେ କ୍ୱିପ୍)

[ସମ୍ପାଦନା]
୧. ସମ୍ମୁଖରେ; ଆଗରେ —୧. In front.
୨. ପ୍ରଥମେ; ଆଦ୍ୟରେ —୨. At first.
୩. ଆରମ୍ଭରେ —୩. In the beginning.
୪. ପୂର୍ବେ; ପୂର୍ବକାଳରେ — ୪. Before; previously; in the past.
୫. ପୂର୍ବଦେଶରେ; ପୂର୍ବଦିଗରେ —୫. In the east.
୬. କ୍ରମେ; କ୍ରମଶଃ —୬. Gradually.
୭. ଏଥିପୂର୍ବେ —୭. Already.
୮. ପୂର୍ବଦିଗକୁ —୮. To the east of.
୯. ପ୍ରାତଃକାଳରେ; ପ୍ରତ୍ୟୁଷରେ — ୯. At dawn; at daybreak (Apte).
୧. (ଅମୁକ) ପର୍ଯ୍ୟନ୍ତ — ୧୦. Up to; as far as (Apte).