Jump to content

ପ୍ରକ୍ରମ ଭଙ୍ଗ

ଉଇକିଅଭିଧାନ‌ରୁ

ପ୍ରକ୍ରମ ଭଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପ୍ରକ୍ରମ+ଭଙ୍ଗ)

[ସମ୍ପାଦନା]

ରଚନାର ବା ବର୍ଣ୍ଣନାର ଦୋଷବିଶେଷ; ଆରମ୍ଭ କରାଯାଇଥିବା କ୍ରମ ପରେ ପାଳିତ ନ ହେବା ଦୋଷ (ହିନ୍ଦୀ - ଶ) —A defect in composition; breach of continuity in a narrative or description.