Jump to content

ପ୍ରକ୍ରାନ୍ତ

ଉଇକିଅଭିଧାନ‌ରୁ

ପ୍ରକ୍ରାନ୍ତ

ଉଚ୍ଚାରଣ

[ସମ୍ପାଦନା]
(ପ୍ରକ୍ରାନ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ର+କ୍ରମ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଅପସାରିତ; ଦୂରୀକୃତ —୧. Removed.
୨. (+ କର୍ତ୍ତୃ. ତ) ଗତି; ତିରୋହିତ — ୨. Gone away; retired; disappeared.
୩. ଆରବ୍ଧ; କୃତାରମ୍ଭ —୩. Commenced.
୪. ପ୍ରସ୍ତାବିତ —୪. Proposed.
୫. ଅତିକ୍ରାନ୍ତ —୫. Surpassed.