ପ୍ରକ୍ରିୟା
ଦେଖଣା
ପ୍ରକ୍ରିୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+କୃ ଧାତୁ+ଭାବ. ଯ+ଆ)
[ସମ୍ପାଦନା]- ୧. ଅନୁଷ୍ଠାନ — ୧. Engagement; ceremony.
- ୨. କାର୍ଯ୍ୟ ପ୍ରଣାଳୀ —୨. Process; procedure.
- ୩. ପ୍ରୟୋଗ —୩. Application.
- ୪. ଗ୍ରନ୍ଥପ୍ରକରଣ; ପରିଚ୍ଛେଦ —୪. Chapter.
- ୫. ବ୍ୟବାହାର —୫. Use.
- ୬. ବିଶିଷ୍ଟ ଅଧିକାର —୬. Privilege.
- ୭. ନୃପମାନଙ୍କର ଚାମର ଛତ୍ରାଦି ରାଜଚିହ୍ନର ଧାରଣ — ୭. Rearing of the insignia or royalty.
- ୮. ପ୍ରକୃଷ୍ଟ କାର୍ଯ୍ୟ —୮. Good act; excellent work.
- ୯. ଔଷଧାଦିର ଫଳ —୯. The action of a remedy on the system.
- ୧. ପ୍ରଣାଳୀ; ଢଙ୍ଗ —୧୦. Method; system.